ପୋଷାକ ଦୋକାନ ସିଲ୍‌: ଲକ୍ଷେ ଟଙ୍କା ଜରିମାନା

ଆନନ୍ଦପୁର: ବାହାରେ ସଟର୍‌ ଭିତରେ ରଜ ଓ ସାବିତ୍ରୀପାଇଁ ଚାଲିଥିଲା ବେପାର। ଖବର ପାଇ ପୁଲିସ ଓ ପ୍ରାଶାସନିକ ଅଧିକାରୀ ପହଞ୍ଚି ଦୋକାନ ସିଲ୍‌ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ଅଞ୍ଚଳରେ। ପ୍ରାପ୍ତ ସୂଚନା ଅନୁସାରେ, ଘସିପୁରାରେ ଖୋଲିଥିବା ରାଜମନ୍ଦିର ଫେସନ ନାମକ ଏକ ପୋଷାକ ସୋରୁମ୍‌ର ସଟର୍‌ ବନ୍ଦ ଥିବାବେଳେ ଭିତରେ ଦୁଇଶହରୁ ଊର୍ଦ୍ଧ୍ବ ଲୋକ ପଶି … Continue reading ପୋଷାକ ଦୋକାନ ସିଲ୍‌: ଲକ୍ଷେ ଟଙ୍କା ଜରିମାନା